ସଫଳ ହେଲା ଆୟୁଷ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ ।ଦାବି ଶୁଣିଲେ ସରକାର। ୮ ଟି ଦାବିରୁ ପୂରଣ ହେଲା ୫ । ବଢ଼ିଲା ଷ୍ଟାଇପେଣ୍ଟ । ସରକାର ଙ୍କୁ ଧନ୍ୟବାଦ ଦେଇ ଆନ୍ଦୋଳନ ରୁ ଓହରିଲେ ଛାତ୍ର ଛାତ୍ରୀ ।ରାଉରକେଲା ଉତ୍କଳମଣି ହୋମିଓପାଥି କଲେଜ୍ ସମ୍ମୁଖରେ ଶନିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ରିତେଶ ଗିରି।