ଆଠମଲ୍ଲିକ: ଜାମୁନାଳି ରେ ପୋଲିସ ପକ୍ଷରୁ ଶହୀଦ ଦିବସ ପାଳିତ , ଯୋଗ ଦେଲେ ଆଠମଲ୍ଲିକ ଏସଡିପିଓ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଜାମୁନାଳି ହାଇସ୍କୁଲ
ହଣ୍ଡପା ପୋଲିସ ପକ୍ଷରୁ ବୁଧବାର ଦିନ ଅପରାହ୍ନ 3 ଟା ରେ ଶହୀଦ ଦିବସ ପାଳିତ ହୋଇ ଯାଇଛି । ଜାମୁନାଳି ପଂଚାୟତ ନାଗାଝରଣ ଗ୍ରାମର ଏସଓଜି ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ମାଓବାଦୀ ଲ୍ୟାଣ୍ଡ ମାଇନ ବିସ୍ପୋରଣ ରେ ପ୍ରାଣ ହରାଇଥିବା ବେଳେ ତାଙ୍କ ଫୋଟୋ ବିଦ୍ୟାଳୟ ପରିସର ରେ ମାଲ୍ୟାପଣ କରାଯାଇଥିଲା । ଏ ନେଇ ବିଦ୍ୟାଳୟ ପରିସର ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିନୋଦ କୁମାର ପ୍ରଧାନ ଙ୍କ ସଭାପତିତ୍ଵ ରେ ଅ