ମୋରଡା: ଚିତ୍ରଡାସ୍ଥିତ ରଜାବନ୍ଧ ଠାରେ ମୟୁରଭଞ୍ଜଜିଲ୍ଲା ପରିବହନ ବିଭାଗ ଓ ମୋରଡା ପୁଲିସପକ୍ଷରୁ ମିଳିତ ଗାଡିମୋଟର ଯାଞ୍ଚ,୬୬ହଜାର ଟଙ୍କା ଜରିମାନା ଆଦାୟ
Muruda, Mayurbhanj | Jul 19, 2025
ମୟୂରଭଞ୍ଜଜିଲ୍ଲା ଆଞ୍ଚଳିକ ପରିବହନବିଭାଗ ଓ ମୋରଡା ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବରେ ଚିତ୍ରଡାସ୍ଥିତ ରାଜାବନ୍ଧ ଠାରେ ଶନିବାର ଅପରାହ୍ନ...