ଟୁଇଙ୍କିଲ୍ ଫ୍ୟାସନ ଏକାଡେମୀ ତରଫରୁ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପଡିଆରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ନୃତ୍ୟ , ଫ୍ୟାସନ୍ ଓ ଗଞ୍ଜାମ କିଙ୍ଗ ଓ କୁଇନ ପ୍ରତିଯୋଗୀତା ୨୦୨୫ ଅନୁଷ୍ଟିତ ହୋଇଯାଇଛି। ମଂଗଳବାର ସଂଧ୍ୟାରେ ଏକାଡେମୀ ମୁଖ୍ୟ ପରିଚାଳିକା ତଥା ନିର୍ଦ୍ଦେଶିକା ଟୁଇଙ୍କେଲ ଗମାଙ୍ଗୋ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିବା ବିଶୋଇ ଓ ବନ୍ଦିତା ତ୍ରୀପାଠୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ ।