ଶନିବାର ଦିନ ପ୍ରାୟ ୧୨ ଟାରେ ମୟୂରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ବ୍ଲକ ଠାରେ ବନ୍ଦେ ମାତରମ ଓ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଯୋଗ ଦେଇଥିବା ବେଳେ ଭାବେ ବିଜେପି ଜିଲ୍ଲା ସଭାପତି ନିହାରରଞ୍ଜନ ମୋଦୀ ଓ ପୂର୍ବତନ ଜିଲ୍ଲା ସଭାପତି କାନ୍ଦରା ସୋରେନ ଯୋଗ ଦେଇଥିଲେ।