ସୁକିନ୍ଦା: ବିରିଗଡା ପାଖ ରାସ୍ତାରେ ବାଇକ୍ ଦୁର୍ଘଟଣା ଯୁବକ ଆହତ
Sukinda, Jajpur | Nov 12, 2025 ବିରିଗଡା ପାଖ ରାସ୍ତାରେ ବାଇକ୍ ଦୁର୍ଘଟଣା କବାଟ ଗ୍ରାମର ବାସିନ୍ଦା ଯୁବକ ଶୁଶାନ୍ତ ମହାନ୍ତ ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବୁଧବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି ।