ସୋନପୁର: ଧୃବବୀର କ୍ଲବ ପରିସରରେ ବହୁ ମହିଳା ଏବଂ ପୁରୁଷଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
ତରଭା ଧୃବବୀର କ୍ଲବ ପରିସରରେ ବହୁ ମହିଳା ଏବଂ ପୁରୁଷଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଥିବା ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଅନିୟମିତତା ହେଉଥିବ ଅଭିଯୋଗ ହୋଇଛି I ଯାହାକୁ ନେଇ ଆଜି ଅପରାହ୍ନ 4.30 ମି . ସମୟରେ ତିନି ନମ୍ବର କାଉନସିଲର ଶ୍ରୀମତୀ ଗୋଲାପୀ ବର୍ମାଙ୍କ ନେତୃତ୍ୱରେ ଧୃବବୀର କ୍ଲବ ପରିସରରେ ବହୁ ମହିଳା ଏବଂ ପୁରୁଷଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I