ଗୋପାଳପୁର: ଆଙ୍କୁଲି ଇଂଜିନିୟରିଙ୍ଗ ଛକରେ ମା ଦୁର୍ଗାଙ୍କ ପୂଜାରେ ସାମିଲ ହେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ଆକୁଂଲି ଠାରେ ଧୁମଧାମରେ ଚାଲିଛି ମା ଦୁର୍ଗାଙ୍କ ପୂଜା ଉତ୍ସବ। ସୋମବାର ସଂନ୍ଧ୍ଯାରେ ଉକ୍ତ ଉତ୍ସବରେ ସାମିଲ ହୋଇ ଅଞ୍ଚଳର ଉନ୍ନତି କାମନା କରିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।