ନର୍ଲା: ନର୍ଲା ଥାନା ଅଞ୍ଚଳରେ ଟଙ୍କା କାରବାର କୁ ନେଇ ଥାନାରେ ଅଭିଯୋଗ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା
ନର୍ଲା ଥାନା ଅଞ୍ଚଳରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଟଙ୍କା କରବାର ହୋଇଥିଲା ପ୍ରଥମ ପକ୍ଷ ଟଙ୍କା ପ୍ରଦାନ କରିଥିଲେ କିନ୍ତୁ ଦ୍ୱିତୀୟ ପକ୍ଷ ଟଙ୍କା ଫେରସ୍ତ କରିନଥିଲେ ଏ ବିଷୟରେ ଆଜି ମଙ୍ଗଳବାର ଦିନ ଅପରାହ୍ନ ତିନିଟା ସମୟରେ ଥାନାରେ ଅଭିଯୋଗ ହୋଇଥିଲା ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ଥାନାରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି