ମାଲକାନଗିରି: ଗୋବିନ୍ଦପାଲି ଗ୍ରାମରେ ବିଜେପି ପକ୍ଷରୁ ମନ୍ତ୍ରିକୁ ସ୍ବାଗତ ସମ୍ବର୍ଦ୍ଧନା
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲି ଗ୍ରାମରେ ବିଜେପି ପକ୍ଷରୁ ଓଡିଶା ସରକାରଙ୍କ ମନ୍ତ୍ରି ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରା, ବ୍ଲକ ସାଂସଦ ପ୍ରତିନିଧି ସିଦ୍ଧାର୍ଥ ଶଙ୍କର ରଥ ତୁଷାର ମହାପାତ୍ର ଙ୍କ ସହିତ ଦଳୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।