ନର୍ଲା: ପଲସା ପଡା ଗ୍ରାମର ସରସ୍ଵତୀ କାରୁଆ ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ପାରିବାରିକ କଳହ କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଥାନାରେ ଅଭିଯୋଗ
ପଲସାପଡା ଗ୍ରାମର ସରସ୍ଵତୀ କରୁଆ ନାମକ ମହିଳା ତାଙ୍କ ସ୍ଵାମୀ କୁବେର ଙ୍କ ସହିତ ପାରିବାରିକ କଥା କୁ ନେଇ କଳହ ହୋଇଥିଲେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ ଏ ନେଇ ଆଜି ବୁଧବାର ଦିନ ଅପରାହ୍ନ ତିନିଟା ସମୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି