କଟକ ପୌରାଞ୍ଚଳ: କଟକ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ରବିବାର ସନ୍ଧ୍ୟାରେ ଚୌଧୁରୀ ବଜାର ସ୍ଥିତ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି।
Cuttack M Corp PS, Cuttack | Aug 31, 2025
କଟକ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରବିବାର ସନ୍ଧ୍ୟା ୭ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୃହ ଓ...