ପଦ୍ମପୁର: ନୂଆପଡା ଉପ ନିର୍ବାଚନ ରେ ବିଜେଡି କଲା ପ୍ରାର୍ଥୀ ଘୋଷଣା, ଏନେଇ ଜଗନ୍ନାଥ ପଡା ଠାରେ ଏମିତି କହିଲେ ଚିନ୍ମୟ କୁମାର ପଣ୍ଡା
ନୂଆପଡା ଉପ ନିର୍ବାଚନ ରେ ବିଜେଡି କଲା ପ୍ରାର୍ଥୀ ଘୋଷଣା। ଏନେଇ ଜଗନ୍ନାଥ ପଡା ଠାରେ ରାତି ୮ଟା ସମୟରେ ପ୍ରତିକ୍ରିୟା ରଖିଲେ ଚିନ୍ମୟ କୁମାର ପଣ୍ଡା, ସୋସିଆଲ ମିଡିଆ ରାଜ୍ୟ ସହ ସଂଯୋଜକ, ଓଡିଶା ବିଜେପି