ପାପରମେଟଲା: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନ୍ତାପାଇ ଓ ଲଉଗୁଡା ଗ୍ରାମ ନିକଟରେ ଡ୍ରାଗନ ଫଳ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନ୍ତାପାଇ ଓ ଲଉଗୁଡା ଗ୍ରାମ ନିକଟରେ ଅନୁଷ୍ଠିତ ଡ୍ରାଗନ ଫଳ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଏହି ସମୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ସମେତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ମଧ୍ଯ ଉପସ୍ଥିତ ଥିଲେ।