ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଉଜାପନି ଫାଇନାଲ ହାତେଇ ନେଲା ନକ୍ସାପାଳି ଗତ 5ଦିନିଆଁ ମା ମାହେଶ୍ୱରୀ କ୍ରିକେଟଟୁର୍ନାମେଣ୍ଟ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର କସୁରବନ୍ଦ ରେ ଅନୁଷ୍ଟିତ ହୋଈଥିବା ବେଳେ ଆଜି ଉଯାପନି ହୋଈଯାଇଛି I ତେବେ ଆଜି ଫାଇନାଲ. ମ୍ୟାଚ ସମ୍ବଲପୁରର ନକ୍ସାପାଳି ଓ Bm ପୁର ଦଳ ମଧ୍ୟ୍ୟରେ ଅନୁଷ୍ଠିତ ହୋଈଥିଲା I bm ପୁର କୁ ପରାସ୍ତ କରି ଫାଇନାଳ ହାତେଇ ଥିଲା ନକ୍ସାପାଳି I ମୁଖ୍ୟଅଥିତି ଭାବରେ ସ୍ଥାନୀୟ ସରପଞ୍ଚ ସୋରଜ କୁମାର କର୍ଣ ଯୋଗଦେଲେ ବିଜେତା ଓ ଉପବିଜେତା ଦଳ ଙ୍କୁ ଟ୍ରଫି ପ୍ରଦାନ ସହ ଉତ୍ସI ହିତ କରିଥିଲେ