ସତ୍ୟବାଦୀ: ପୂର୍ବ ଅକ୍ରୋଶକୁ କେନ୍ଦ୍ର କରି ସଦାନନ୍ଦ ପୁର ଠାରେ ଯୁବ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ ସହ ପୋଲିସର ତଦନ୍ତ ଜାରି
Satyabadi, Puri | Aug 4, 2025
ଗତକାଲି ଅପରାହ୍ନ ୪ଟାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦ ପୁର ଠାରେ ଯୁବ ସାମ୍ୱାଦିକ ଦୀପ୍ତି ରଞ୍ଜନ ମହାନ୍ତିଙ୍କୁ ୨ଜଣ ଯୁବକ ଆକ୍ରମଣ...