ଖଲ୍ଲିକୋଟ୍: କହ୍ନେଇପୁର ଗାଁ ରେ ଲକ୍ଷ୍ମୀ ବସ ଧକ୍କାରେ ପିକଅପ ଭ୍ୟାନ ସହ ଟ୍ରାକ୍ଟର ଡାଲା ଓ ବିଦ୍ୟୁତ ଖୁଣ୍ଟ ଚୁରମାର; ବସ ଡ୍ରାଇଭର ସହ ୪ ଜଣ ଯାତ୍ରୀ ଆହତ
Khalikote, Ganjam | Sep 6, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗାଁ ରେ ଆଜି ଅପରାହ୍ନ ୪ ଟା ସମୟରେ ଲକ୍ଷ୍ମୀ ବସ ଧକ୍କାରେ ପିକଅପ ଭ୍ୟାନ ସହ ଟ୍ରାକ୍ଟର ଡାଲା ଓ ବିଦ୍ୟୁତ...