ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା। ବ୍ରହ୍ମପୁର ବଡ ବଜ଼ାର ଥାନା ଅନ୍ତର୍ଗତ ଗ୍ରାମ ଦେବତୀ ସାହିରେ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୋଡେଇ ଗୋଡେଇ ଯୁବକଙ୍କୁ ଖଣ୍ଡାରେ ସଂଘବଧ ଭାବେ ଆକ୍ରମଣ କଲେ ଦୁର୍ବୃତ୍ତ।ଏଥିରେ ଯୁବକ ଜଣକ ଗୁରୁତର ହୋଇ ସୋମବାର ଅପରାହ୍ନରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।