ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଆଜି ଅପରାହ୍ନ ଗୋଟାଏ ବେଳେ ବିଧାୟକ ଅଗସ୍ତି ବେହେରା ନିଜ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଗେଡିଆ ଗ୍ରାମର ବାସିନ୍ଦା ବିଜୟ ପ୍ରଧାନଙ୍କ ନାତିର ନାମ କାରଣ ଉତ୍ସବରେ ଯୋଗ ଦେଲେ । ଏହି ଅବସରରେ ଶିଶୁ ପୁତ୍ରକୁ ଆର୍ଶୀବାଦ ସହ ପରିବାକୁ ଅଭିନନ୍ଦନ ଜଣାଇଥିଲେ ବିଧାୟକ ।