ସୋନପୁର: ସେବା ପକ୍ଷ ପାଳନ ଅବସରରେ ସୁବଳୟା ଗ୍ରାମ ପଂଚାୟତ ପକ୍ଷରୁ ଏକ ପେଡ ମାଁ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମଦିନ l ତାଙ୍କ ଜନ୍ମଦିନକୁ ମାଟି ମାଁ ପାଇଁ ଉଷର୍ଗୀକୃତ କରା ଯାଇଥିବା ବେଳେ, ଜିଲ୍ଲାର ସୁବଳୟା ଗ୍ରାମ ପଂଚାୟତ ପକ୍ଷରୁ ସ୍ଥାନୀୟ ଖେଳ ପଡିଆ ଠାରେ ଏକ ପେଡ ମାଁ କି ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରୋମଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଗଣ ମାଧ୍ୟମ ପ୍ରତିନିଧି, ଗ୍ରାମ ପଂଚ