ଜଳେଶ୍ବର: ପୁଟୁରା ପଂଚାୟତ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର, ଯୋଗଦେଲେ ତହସିଲଦାର ଓ ବିଡ଼ିଓ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 75ତମ ଜନ୍ମଦିନ ଅବସରରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପୂଟୁରା ପଞ୍ଚାୟତ ର ସରପଞ୍ଚ ରାଧାକୃଷ୍ନ ବେହେରା ଙ୍କ ତତ୍ବାବଧାନ ରେ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ମୁଖ୍ଯ ଅତିଥି ଭାବରେ ବସ୍ତା ବିଡିଓ ମିହିର ରଞ୍ଜନ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ,ବିଜେପି ନେତା ରବିନ୍ଦ୍ର ଅଣ୍ତିଆ, ସିଂଲା ଥାନା ର ଭାରପ୍ରାପ୍ତ ଅଧିକାରୀ ଅଭିମନ୍ଯୁ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର କୁ ଉଦ