ଟିଟିଲାଗଡ: ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ
ଅପରାହ୍ନ ପାଞ୍ଚଟା ସମୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଇଁଚ।ର୍ଜ ଡ ପୁଷ୍ପାଞ୍ଜଳି ମିଶ୍ର, ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଶ୍ରୀ ପି କେ ନାୟକ, ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କ ସହ ଡ ଓଁକାର ହୋତା, ଡ ବଳରାମ ସାହୁ, ଡ କିରନମୟୀ ପଣ୍ଡା, ଡ ପ୍ରଣତି ସାହୁ, ଡ ବିଜୁ ଅଗ୍ରୱାଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟଙ୍କ ସହ କାର୍ଯ୍ୟରେ ଥିବା ଅଧିକାରୀଙ୍କୁ ନେଇ ବିଭିନ୍ନ ୱାର୍ଡକୁ ଯାଇ ରୋଗୀଙ୍କ ସାମ୍ନାରେ କଣ କଣ ଅସୁବିଧା ହେଉଚି ପଚାରି ଅଧିକାରିଙ୍କୁ କିଭଳି ଅବ୍ୟବସ୍ଥା ହଉଛି ଦେଖନ୍ତୁ କହିବା ସହ ଯିଏ କାମ କରୁନି ତାହାର ଟେଣ୍ଡର ବାତିଲ