ହିଞ୍ଜିଳି: ଟାଙ୍ଗଣା ପଲ୍ଲୀ ଠାରେ ୭ଗୋଟି ପାଣି ପଞ୍ଚାୟତ କୁ ନେଇ ପାଣି ପଞ୍ଚାୟତ ବୈଠକ, ଯୋଗଦେଲେ ବରିଷ୍ଠ ବିଜେଡି ନେତା ତଥା କୃଷକ ନେତା ଡ଼ି ବିଶ୍ୱନାଥ
Hinjili, Ganjam | Jul 27, 2025
ପାଣି ପଞ୍ଚାୟତ ସଭାପତି ଗାନ୍ଧୀ ଚରଣ ପଣ୍ଡାଙ୍କ ସଭାପତିତ୍ବରେ ଆଜିର ଏହି କାର୍ଯ୍ୟକ୍ରମର ପରିଚାଳନା ହୋଇଥିବାବେଳେ ଆଜିର ଏହି ବୈଠକ ରେ ମୁଖ୍ୟ...