ବଲାଙ୍ଗୀର: ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ସମୀକ୍ଷା ବୈଠକରେ OSWAN ମାଧ୍ୟମରେ ଯୋଗଦେଲେ ଜିଲ୍ଲାପାଳ
Balangir, Balangir | Aug 21, 2025
ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ବିଭିନ୍ନ ରେଳ ପ୍ରକଳ୍ପ ସହିତ ଜଡିତ ଜମି ଅଧିଗ୍ରହଣ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ରେ...