ବୌଦ୍ଧ ସଦର: ଜମଟାଙ୍ଗି ଗ୍ରାମ୍ୟ ରାସ୍ତା ସାଜିଛି ମରଣ ଯନ୍ତା, ଯାତାୟାତ ବାଧାପ୍ରାପ୍ତ ଓ ମରାମତି ପାଇଁ ଦାବି କଲେ ଗ୍ରାମବାସୀ #jansamasya
Baudh Sadar, Boudh (Bauda) | Jul 23, 2025
ବୌଦ୍ଧ ବ୍ଲକ ମନୂପଳି ପଞ୍ଚାୟତ ଅନ୍ତର୍ଗତ ଜମଟାଙ୍ଗି ଗ୍ରାମ୍ୟ ରାସ୍ତା ସାଜିଛି ମରଣ ଯନ୍ତା ଯାତାୟାତରେ ବାଧାପ୍ରାପ୍ତ ହେଇଛି ମରାମତି ପାଇଁ...