ଫୁଲବାଣୀ ସହର: ଫୁଲବାଣି ପକ୍ସ କର୍ଟରେ ଏକ ନାବାଳିକା ମାମଲl l
ଫୁଲବାଣି ପକ୍ସ କର୍ଟରେ ଏକ ନାବାଳିକା ମାମଲାରେ ରାୟ ପ୍ରକାଶ ପାଇଛି, ଏହି ରାୟ ମଙ୍ଗଳବାର ଦିନ 12ଘଣ୍ଟିକା ରେ ପ୍ରକାଶ ପାଇଛି, ସୁଚନା ମୁତାବ ବାଲିଗୁଡ଼ା ଥାନା ମାମଲା ନଂ.୬୪/୨୪ ତାରିଖ ୦୯.୦୩.୨୦୨୪ ରେ ଅଭିଯୁକ୍ତ କିଲୋ ଦିଗାଲ @ ନୀଳାନ୍ତ ଦିଗାଲଙ୍କୁ ଆଜି ଶ୍ରୀ ମନୋରଞ୍ଜନ ଦାସ, ଏଡିଜେ ପୋକ୍ସୋ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି। ମାର୍ଚ୍ଚ ୨୦୨୪ ରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ ଅପହରଣ ଏବଂ ତାଙ୍କ ଘରକୁ ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପାଇଁ କୋର୍ଟ ଏହି ମାମଲାରେ ମୋଟ ୧୩ ଜଣ ସାକ୍ଷୀଙ୍କୁ ପରୀକ୍ଷା କରିଥିଲେ। ମାନ୍ୟବର କୋର୍ଟ ଅଭିଯ