ମାଲକାନଗିରି: ସାର ଅଭାବକୁ ନେଇ ମହାରାଜପାଲ୍ଲୀ ପଞ୍ଚାୟତ ସମ୍ମୁଖ ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥରେ ବିକ୍ଷୋଭ ଓ ଧାରଣା କଲେ ଚାଷୀ
Malkangiri, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହାରାଜପାଲ୍ଲୀ ପଞ୍ଚାୟତ ସମ୍ମୁଖ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ...