ମୋରଡା: ଅମର୍ଦା ଏୟାରଷ୍ଟ୍ରିପ ଉପରେ ମୃତଦେହ ଜବତ କଲା ରାସଗୋବିନ୍ଦପୁର ପୋଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ
Muruda, Mayurbhanj | Jul 23, 2025
ରାସଗୋବିନ୍ଦପୁର ଥାନା ଅଧୀନ ଅମର୍ଦା ଏୟାରଷ୍ଟ୍ରିପ୍ ନିକଟରୁ ଜନୈକ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଜବତ ଘଟଣରେ ସାଇଣ୍ଟିଫିକ ଟିମ ସହାୟତାରେ...