ଓଡିଶା ଭିଜିଲାନ୍ସ ପକ୍ଷରୁ କୋରାପୁଟର ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀଙ୍କ 5ଟି ସ୍ଥାନରେ ଡିଏ ସର୍ଚ୍ଚ ଆରମ୍ଭ କରାଯାଇଛି। କୋରାପୁଟ ସହର..ଆଜି ସକାଳ ନ ଅ ଟା ସମୟରେ କୋରାପୁଟର ବନ ବିଭାଗ ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଆୟତ୍ତଠାରୁ ଅଧିକ ସମ୍ପତ୍ତି (DA) ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୬ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଜଗତସିଂପୁର ଏବଂ କୋରାପୁଟ ଜିଲ୍ଲାର ନିମ୍ନଲିଖିତ ୫