ଝରିଗାଁ: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ଚନ୍ଦାହାଣ୍ଡି ଠାରେ ଅନୁଷ୍ଠିତ, ଯୋଗଦେଲ ସ୍ଥାନୀୟ ବିଜେଡି ନେତା
ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ପାଳିତ ହେଲା ଚନ୍ଦାହାଣ୍ଡି ଠାରେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଏଵଂ ଝରିଗାଁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରକାଶ ମାଝୀ ସହ ଅନେକେ ସ୍ଥାନୀୟ ବିଜେଡି ନେତା ଯୋଗଦେଇ ଥିଲେ। ଆଜିର କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଂଚଳର ଜନ ସାଧାରଣ ମଧ୍ୟ ଉପସ୍ଥିତି ଥିଲେ