Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପୁରୀ ମ୍ୟୁନିସିପାଲଟି: ଦହିଖୁଆ ଗ୍ରାମରେ ଘର କବାଟ ଭାଙ୍ଗି ବାଇକ ଚୋରି,ହାତୁଡି ସହିତ ଜଣକୁ କାକଟପୁର ଥାନା ଗିରଫ କରିଛି l

Puri M, Puri | Sep 15, 2025
ଘର କବାଟ ଭାଙ୍ଗି ମୋଟର ସାଇକେଲ ଚୋରି ଅଭିଯୋଗରେ କାକଟପୁର ଥାନା ପୋଲିସ ଦ୍ୱାରା ଜଣେ ଗିରଫ l ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନ ଗଡ଼ମାତୀର ଗ୍ରାମର ଗଗନ ବିହାରୀ ଛୁଆଳସିଂ l କାକଟପୁର ଦହିଖୁଆ ଗ୍ରାମର ଚନ୍ଦ୍ରଶେଖର ପରିଡା ଅଭିଯୋଗ କରିଛନ୍ତି କି 14 ତାରିଖ ରାତିରେ ଚନ୍ଦ୍ରଶେଖର ଘରେ ଅଭିଯୁକ୍ତ ଘର କବାଟ ଭାଙ୍ଗି ଏକ ମୋଟର ସାଇକେଲ ଚୋରି କରି ଫେରାର ହୋଇ ଯାଇଥିଲ l ଏନେଇ ଚନ୍ଦ୍ରଶେଖର କାକଟପୁର ଥାନାରେ ଅଭିଯୋଗ କରିଥିଲେ l

MORE NEWS