କୋଟପାଡ: ରତଲିଆଗୁଡା ଛକରେ ପଥଚାରିଙ୍କୁ ମହିମାଛି ଆକ୍ରମଣ, ଗୋଟିଏ ପରିବାରର ଛୋଟ ଛୁଆ ସମତେ ୬ ଗୁରୁତର l
ପଥଚାରିଙ୍କୁ ମହିମାଛି ଆକ୍ରମଣ l ମହୁମାଛି ଆକ୍ରମଣରେ ଛୋଟ ଛୁଆ ସମତେ ୬ ଗୁରୁତର l ସେମାନଙ୍କୁ ମହୁମାଛି ହାତ , ମୁହ, ପିଠି ଏବଂ ମଣ୍ଡରେ ଆକ୍ରମଣ କରିଥିଲେ l ସମସ୍ତ ଗୁରୁତର ଗୋଟିଏ ପରିବାର ସଦସ୍ୟ l ଗୁରୁତର ମଧ୍ୟରେ ସ୍ୱମୀ ଓ ସ୍ତ୍ରୀ ଙ୍କ ସହ ୩ ଛୋଟ ଛୁଆ ଅଛନ୍ତି l ସମସ୍ତ ଗୁରୁତର ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି ହୋଇଛନ୍ତି l ବୈପାରୀଗୁଡା ବ୍ଲକ ବାଲିଗାଁ ପଂଚାୟତ ଅନ୍ତର୍ଗତ ରତଲିଆ ଗୁଡା ଛକରେ ଆଜି ସାତୋଟା ସମୟରେ ଘଟିଛି ଅଘଟନ l