ରୋକ ଲାଗୁନି ଧଳା ଜହର କାରବାର ପୁଣି ପାର୍ବଣ ସମୟରେ ଜଳେଶ୍ୱର ଅଗ୍ରଵାଲା ଛକ ନିକଟରୁ ଶାଡେ ୩. 5 ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଜଣ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ୩ ଟି ମୋବାଇଲ ଓ ଗୋଟିଏ କାରକୁ ଜବତ କରିଛି। ସୂଚନା ଅନୁଯାଇ ଆଜି ଅପରାହ୍ନ ସମୟରେ ଜଳେଶ୍ୱର ଅଗ୍ରଵାଲା ଛକ ନିକଟରେ ବ୍ରାଉନସୁଗାର କାରବାର ନେଇ ଜଳେଶ୍ୱର ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ପାଇବା ପରେ ଥାନାର କର୍ମଚାରୀ ମାନେ ଫିଲ୍ମ ଷ୍ଟାଇଲ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଯୁବକଙ୍କ ଠାରୁ ୩୫ ଗ୍ରାମର ବ୍ରାଉନସୁଗର ଜବତ କରିଥିଲେ।ଯାହାର ଆନୁମାନିକ ମୂଲ୍ୟ ଶାଡେ ୩ ଲକ୍ଷ