ଜାନୁଆରୀ ୩୦ ତାରିଖ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ନିକଟସ୍ଥ ୫୨୦ ନମ୍ବର ଜାତୀୟ ରାଜପଥ ମାଇନିଙ୍ଗ ଛକ ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି, ଏକ ଭାଇୱା ଟ୍ରକଟି ମହିଳା ଚଳାଉଥିବା ସ୍କୁଟିକୁ ପଛପଟୁ ଧକ୍କା ଦେବା ଫଳରେ, ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା, ସ୍କୁଟିର ନଂ OD 09 J 9800 ହୋଇଥିଵା ବେଳେ,? ହାଇୱା ଟ୍ରକର no - OD 14AG 9355 ଅଟେ...ଖବର ପାଇ ଘଟଣା ସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି, ମୃତ ଦେହକୁ ବ୍ୟବଛେଦ ପାଇଁ ଟାଟା ମେଡିକାଲକୁ ପଠାଇ ଦେଇଥିଲେ, ଉକ୍ତ ଅଞ୍ଚଳରେ ମୃତ ଶିକ୍ଷୟିତ୍ରୀଙ୍କ ପାଇଁ ଶୋକର ଛାୟା ଖେଳି ଯାଇଛି....