ଖଲ୍ଲିକୋଟ୍: ୧୬ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଗାଈ କୁ ଧକ୍କା ଦେଲା ବାଇକ; ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ, ମେଡ଼ିକାଲରେ ଭର୍ତ୍ତି
Khalikote, Ganjam | Sep 6, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ନାରାୟଣୀ ଛକ ରେ ଆଜି ସକାଳ ପ୍ରାୟ ସାଢ଼େ ୯ ଟା ସମୟରେ ଏକ ଗାଈକୁ କୁ ବାଇକ ଧକ୍କା ଦେବା...