ଛତ୍ରପୁର: କୋର୍ଟପେଟା ଛକ ଠାରେ ଜାତୀୟ ପତାକା ଉତ୍ତୋଳନ, ୭ ବର୍ଷ ପୂର୍ତ୍ତି ଅବସରରେ ଯୋଗଦେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
Chhatrapur, Ganjam | Aug 23, 2025
ବ୍ରହ୍ମପୁର କୋର୍ଟପେଟା ଛକ ଠାରେ ଜାତୀୟ ପତାକା ଉତ୍ତୋଳନ ପ୍ରତ୍ୟେକଦିନ ସକାଳ ୮ ଘଣ୍ଟା ସମୟରେ ଅନୁଷ୍ଠିତ ହେଉଛି। ଭାରତ ମାତାକୁ ସମ୍ମାନ ଜଣାଇ...