କୋଟପାଡ: ମୂଷାପଦର ଠାରେ ପୋଖରୀରେ ବୁଡ଼ି ମହିଳl ଙ୍କ ମୃତ୍ୟୁ
Kotpad, Koraput | Sep 16, 2025 ପୋଖରୀରେ ବୁଡ଼ି ମହିଳl ଙ୍କ ମୃତ୍ୟୁ l ଏଭଳି ଅଭବନୀୟ ଘଟଣା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଠପୋଡା ପଂଚାୟତର ମୂଷା ପଦର ଗାଁ ନିକଟରେ ରେ ଘଟିଛି l ମଙ୍ଗଳବାର ସକାଳ ଦଶ ଟା ସମୟରେ ଗାଁ ପାଖରୀରୁ ମର ଶରୀର ଉଦ୍ଧାର କରିଛନ୍ତି ଗାଁ ଲୋକେ l ମୃତକ ଧଳପୁର ମୁଷ୍ପଦର, ମୂଷା ପଦର ଗାଁ ର ସୁବୁରି ଗଲରୀଙ୍କ ସ୍ତ୍ରୀ ଚଳିଶି ବର୍ଷୀୟ ମୁତାଇ ଗଲାରୀ ବୋଲି ଜଣା ପଡିଛି l ସୂଚନା ଅନୁଯାଇ, ମୁତାଇ ଗଲାରୀ କୌଣସି କାମରେ ଧଳପୁର. ଆସି ଥିଲେ ପରେ ଧଳପୁର ଠାରୁ ମୂଷାପଦର ଅଭିମୁଖେ ନିଜ ଘରକୁ ଯାଇଥିଲେ l ମୂଷାପଦର ଗାଁ ନିକଟରେ ଥିବା ପୋଖରୀରେ ଗାଧୁଆ ପାଇଁ ଯାଇ ଅସାବଧାନତା ଯୋଗୁଁ ଗଡ଼ ଖସିଗଲା l