ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ପି.ଏସ.ସ୍କୁଲରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୩ଟି ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ବ୍ୟକ୍ତି ଯୋଗ ଦେଇଥିଲେ।ରାଉରକେଲା ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ମାନେ ମଧ୍ୟ ସାମିଲ ହୋଇଥିଲେ। ଶନିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀଣୀ ଶୁକ୍ରମଣି ଓରାମ୍।