Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବଲାଙ୍ଗୀର: ଅକ୍ଟୋବର ୨୯ରେ କେନ୍ଦୁପତ୍ର କର୍ମଚାରୀ ସଂଘର ଘେରାଉ ପାଇଁ ମାଲ ପଡା ଠାରେ ପ୍ରସ୍ତୁତି ବୈଠକ

Balangir, Balangir | Oct 22, 2025
ଅକ୍ଟୋବର ୨୯ ତାରିଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ସରା ଓଡ଼ିଶାରୁ ପ୍ରାୟ ୧୦ ହଜାର ତୋଳାଳୀ ଓ ଶ୍ରମିକ ଏହି ସମାବେଶରେ ଯୋଗଦେବେ, ଯେଉଁଥିରୁ ବଲାଙ୍ଗୀର ଡିଭିଜନରୁ ୫୦୦ ଜଣ ଯୋଗ ଦେବେ ।ଡିଭିଜନ ପକ୍ଷରୁ ଆଜି ଅପରାହ୍ନ ୩ଟା ସମୟରେ ହୋଇଥିବା ପ୍ରସ୍ତୁତି ବୈଠକରେ ମଜୁରୀ ବୃଦ୍ଧି, କନ୍ୟା ବିବାହ ସହାୟତା, ଜିଏସଟି ଫେରସ୍ତ ଓ ବୋନସ ବୃଦ୍ଧି ସହିତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ କରିବା ଦାବୀ ଉଠିଛି ।

MORE NEWS