Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପାଲଲହଡା: ବାଲିପଶି ଠାରେ ସଡକ ଦୁର୍ଘଟଣାରେ ବୃଦ୍ଧ ଆହତ

Palalahada, Angul | Sep 15, 2025
ପାଳଲହଡା ନିର୍ବାଚନ ମଣ୍ଡଳୀର ପାଳଲହଡା ବ୍ଲକ୍ ଅନ୍ତର୍ଗତ ଖେମଳା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବନର ଗ୍ରାମର ହର ଦେହୁରୀ ବାଲିପଶି ଗ୍ରାମ ଦେଇ ଜାତୀୟ ରାଜପଥ ଉପରେ ନିଜ ଘରକୁ ଯାଉଥିବା ବେଳେ ସୋମବାର ଅପରାହ୍ନ ୩ ଘଟିକା ସମୟରେ ଅଜଣା ଗାଡି ଧକ୍କାରେ ଆହତ ହୋଇ ରାସ୍ତାରେ ପଡି ରହିଥିଲେ । ଦୁର୍ଘଟଣା ହୋଇଥିବା ଖବର ପାଇ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ସଙ୍ଗେ ସଙ୍ଗେ ଦୁର୍ଘଟଣା ଘଟିଥିବା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡାକି ପାଳଲହଡା ଉପଖଣ୍ଡ ଚିକିତ୍ସାଳୟକୁ ଆହତ ବୃଦ୍ଧଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିଲେ ।

MORE NEWS