ସୋନପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଆୟୋଜିତ ହୋଇଯାଇଛି
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଆୟୋଜିତ ହୋଇଯାଇଛି ।ଦୈବୀ ଦୁର୍ବିପାକ ଓ ବନ୍ୟା ସମୟରେ ଜନସାଧାରଣଙ୍କ ଜନଜୀବନ ସୁରକ୍ଷା କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ବିଶେଷକରି ଆକସ୍ମିକ ଅଗ୍ନି କାଣ୍ଡ ସମୟରେ ଧନଜୀବନର ସୁରକ୍ଷା କରିବା ପାଇଁ ସାଧାରଣ କିଛି ସାମଗ୍ରୀ ନେଇ କିଭଳି କାର୍ଯ୍ୟ କରାଯାଇ ପାରେ ସେ ସଂପର୍କରେ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସିକ୍ୟୁରିଟି ଗାଡ଼ ଓ ସ୍ବେଛାସେବୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଅଗ୍ନି କାଣ୍ଡ,ବନ୍ୟା ବିଭିଷିକାରୁ ମୁକ୍ତି ପାଇବା ସହିତ