ଦେବଗଡ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସିଏମ କିଷାନର ତୃତୀୟ କିସ୍ତି ପ୍ରଦାନ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ
Debagarh, Debagarh (Deogarh) | Aug 27, 2025
ସିଏମ କିସାନ ର ତୃତୀୟ କିସ୍ତି ଟଙ୍କା ଆଜି ପ୍ରଦାନ କରାଯାଇଛି । କୃଷିଭିତିକ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...