ଜଗତସିଂହପୁର: ପାନପଲ୍ଲୀ ରୁ ଦୁଇ ଧଳାଜହର ବ୍ୟବସାୟୀଙ୍କ ଗିରଫ ଜବତ ଘଟଣା ରେ ଏସ୍ଡ଼ିପିଓ ଙ୍କ କୁଜଙ୍ଗ ଥାନାରେ ସାମ୍ବାଦିକ ସମ୍ମିଳନୀ ପରେ ମତ ବ୍ୟକ୍ତି କଲେ e
ଆକ୍ସନ ମୁଡ଼ ରେ କୁଜଙ୍ଗ ପୋଲିସ, ପାନପଲ୍ଲୀ ରୁ ଦୁଇ ଧଳାଜହର ବ୍ୟବସାୟୀଙ୍କ ଗିରଫ କରିବା ସହିତ ବିପୁଳ ପରିମାଣ ରେ ଟଙ୍କା ଓ ଧଳା ଜହର ଜବତ ଘଟଣା ରେ ତିର୍ତୋଲ ଏସ୍ଡ଼ିପିଓ ଙ୍କ ସାମ୍ବାଦିକ ସମ୍ମିଳନୀ