ବାଲିଗୁଡା ସହରେ ପୁଲିସ ପକ୍ଷରୁ ଚେକିଂ ବ୍ୟବସ୍ତ ଜାରି ରହିଛି, ବୁଧବାର ସଂନ୍ଧ୍ୟା 7ଘଣ୍ଟିକା ରୁ ରାତି 9ଘଣ୍ଟିକା ସମୟ ପଯ୍ୟନ୍ତ ଏହା ଚେକିଂ SI ସଞ୍ଜୟ ସ୍ୱାଇଁ ନେତୣତ ଅନୁଷ୍ଠିତ ହଈଥିବା ବେଳେ, ମଦ୍ୟପ ଚାଳକ, ଗାଡିର କାଗଜ ପତ୍ର ଏବଂ ହେଲମେଟ ଚେକିଂ, ଏବଂ 3ରାଇଡର ଉପରେ ଚେକିଂ କରି ମାମଲା ରୁଜୁ କରାଯାଇଛି