ଡାବୁଗାଁ: ଦୀପାବଳି ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ
ଦୀପାବଳି ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଡାବୁଗାଁ ଅଞ୍ଚଳ। ବିଭିନ୍ନ ବାଣ ଦୁକାନ ରେ ଆଜି ସଖାଳଠୁ ଗହଳି ଲାଗି ରହିଥିବା ବେଳେ ସନ୍ଧ୍ୟାରେ ଡାବୁଗାଁ ର ଘରେ ଘରେ ଦୀପ ଲଗାଇ ବିଭିନ୍ନ ପ୍ରକାର ବଣ ଫିଟାଇ ଦୀପାବଳୀ ପାଳନ କରିଛନ୍ତି ହିନ୍ଦୁ ଭାଇ ଭଉଣୀ ମାନେ।