ବାଲିଗୁଡା ବ୍ଲକ କଲନି ବିଦ୍ଯାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହଇଯାଇଛି, ଉକ୍ତ କାଯ୍ୟକ୍ରମ ଟି ଶୁକ୍ରବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ସଂନ୍ଧ୍ଯା 7ଘଣ୍ଟିକା ରେ ଶେଷ ହଇଛି, ସୁଚନା ଥାଉକି ଏକ ବ୍ଲକ ସ୍ତରୀୟ କାଯ୍ୟକ୍ରମ ହଇଥିବା ବେଳେ ଯେଉଁ ଭଳି ବିଜ୍ଞାନ ମେଳା ର ସାଜସଜ୍ଜା ହେବା କଥା ତାହା ହଇଥିବା ଦେଖିବାକୁ ମିଳିଛି, ଖାଲି ସେତିକି ନୁହେଁ ସାମ୍ବାଦିକ ଙ୍କୁ ମଧ୍ୟ ଡକାଯାଇନଥିବା ଦେଖିବାକୁ ମିଳିଛି ଏହାକୁ ନେଇ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ, କହିଛନ୍ତି ସବୁ ପଦିଆ ପଣ୍ଡା କରିଛନ୍ତି ମତେ କୈଣସି ଦାୟିତ୍ୱ ଦେଇ ନାହାନ୍ତି, ତେବେ ଏଥିରେ ପ୍ରଶ୍ନ ଉଠଛି ଜଦି ପ