ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳରେ ଏକ ରର୍ୟାଲ ଏନଫିଲଡ଼ ବୁଲେଟ ଗାଡି ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ଦୁଇଟା ସମୟରେ ବନ୍ଦବାହାଲ ଫିଲ୍ଟର ପ୍ଲାଣ୍ଟ ନିକଟରେ ଏକ ଦୁର୍ଘଟଣାରେ ରର୍ୟାଲ ଏନଫିଲଡ଼ ବୁଲେଟ ଗାଡି ଉପରେ ଏକ ପିକଅପ ଗାଡି ଚଢି ଯାଇଥିଲା। ଦୁର୍ଘଟଣା ଫଳରେ ବୁଲେଟ ଗାଡ଼ିଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଦୁର୍ଘଟଣା ରୁ ବର୍ତ୍ତିଗଲେ ବାଇକ ଆରୋହି, ତେବେ ଆହତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକଙ୍କ ଦ୍ଵାରା ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲୟକୁ ନିଆଯାଇଥିବା ନେଇ ଜଣାପଡିଛି। ସୂଚନା ପାଇ ଘଟଣାସ୍ଥଳରେ