ସଦର: ଆସନ୍ତାକାଲି ସକାଳ 10 ଟାରୁ 2 ଯାଏ ଭବାନୀପାଟଣା ସହରର ୧୧କେଭି ନଂ ୨ ଫିଡ଼ର ରେ ବିଦ୍ୟୁତ ସରବରାହ ବନ୍ଦ ନେଇ ସୂଚନା
ଭବାନୀପାଟଣା ସହରର ୧୧କେଭି ନଂ ୨ ଫିଡ଼ର ରେ ରହୁଥିବା ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଛି କି, ଜରୁରୀ କାଳୀନ ମରାମତି ଯୋଗୁଁ ଆସନ୍ତାକାଲି ସକାଳ ୧୦. ୦୦ ଘଣ୍ଟା ଠାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ନେଇ ଆଜି ଅପରାହ୍ନ ଗୁଟେ ସମୟରେ ସୂଚନା ଦେଇଛନ୍ତି TPWODL, ଭବାନୀପାଟଣା ଉପଖଣ୍ଡ ୦୧ ର ଅଧିକାରୀ