ବୀରମହାରାଜପୁର: ଉଲୁଣ୍ଡା କଲେଜ ସମ୍ମୁଖରେ ବାଇକ ଦୁର୍ଘଟଣାଗ୍ରସ୍ତ ଦମ୍ପତି ଆହତ
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 10.45 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ୟର୍ଗତ ଉଲୁଣ୍ଡା କଲେଜ ସମ୍ମୁଖରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଦମ୍ପତି ଆହତ ହୋଇଥିବା ଜଣା ପଡିଛି l ଖବର ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମର ଜଣେ ଦମ୍ପତି ମେଟକାନୀ ମନ୍ଦିରକୁ ଦର୍ଶନ ନିମନ୍ତେ ଆସି ଫେରୁଥିବା ବେଳେ, ଉଲୁଣ୍ଡା କଲେଜ ସମ୍ମୁଖରେ ହଠାତ ଏକ ବୁଲା କୁକୁର ରାସ୍ତା ଅତିକ୍ରମ କରିଥିଲା, ଫଳରେ ଚାଳକ ଜଣକ ଭାରସାମ୍ୟ ହରାଇ ତଳେ ପଡିଯାଇ ଉଭୟ ଦମ୍ପତି ଆହତ ହୋଇଥିଲେ l ଘଟଣା ପରେ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ