ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚାଙ୍ଗୁଡ଼ିଆ ପଦର ନୁଆଁ ଗାଁ ଠାରେ ଆଜି ଦୁଇ ଦୁଇଟି ଧାନ ମଣ୍ଡି ର ଶୁଭ ଉଦ୍ଧଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉଦ୍ଧଘାଟକ ଭାବେ ଯୋଗଦେଇ ଶୁଭ ଉଦ୍ଧଘାଟନ କରିବା ସହ ପ୍ରକୃତ ଚାଷୀ ଙ୍କୁ କିଭଳି ଟୋକେନ ଦିଆଯାଇ ଧାନ ଉଠାଯାଇ ପାରିବ ସେତିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି.